ଅକ୍ଟୋବର ୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା । କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଦି ପଠାଇବେ ଟଙ୍କା । କୃଷକମାନଙ୍କୁ ସଶକ୍ତ ଏବଂ ସମୃଦ୍ଧ କରିବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ଯୋଜନା ଆରମ୍ଭ କରିଥିଲେ । ତେବେ ଏହା ପୂର୍ବରୁ ଚାଷୀମାନଙ୍କୁ ୧୭ ତମ ପିଏମ କିଷାନ କିସ୍ତି ମିଳିସାରିଥିବା ବେଳେ ଆସନ୍ତା ୫ ତାରିଖରେ ୧୮ ତମ କିସ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ସୂଚନା ମିଳିଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025