ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର

୧୬ ନମ୍ଵର୍ ଜାତୀୟ ରାଜପଥ ବଡ଼ପୋଖରୀଆ ଛକ ନିକଟରେ ଅଟୋ କୁ ପଛରୁ ଧକ୍କାଦେଲା ଖଲ୍ଲିକୋଟ ବିଧାୟକ ଙ୍କ କାର, ଅଟୋରେ ଥିବା ସମସ୍ତ ଯାତ୍ରୀ ଆହତ ଅଳ୍ପକେ ବର୍ତ୍ତିଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ରସେଠୀ। ଅଟୋ ରେ ଥିବା ଆହତ ଦୁଇ ଯାତ୍ରୀ ଙ୍କୁ ବଡ଼ପୋଖରୀଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। OD 02 BT 5115 ଏକ ହୁଣ୍ଡାଇ କାର ରେ ବିଧାୟକ ଖଲ୍ଲିକୋଟ ରୁ ଭୁବନେଶ୍ୱର ଯାଉଥିବା ବେଳେ ବଡ଼ପୋଖରୀଆ ଛକ ନିକଟରେ ଏକ ଅଟୋ OD 02 AV 3159 କୁ ପଛରୁ ଧକ୍କାଦେଇଥିଲା । ଦୁର୍ଘଟଣାରେ ଶିକାର ହୋଈଥିବା ସମସ୍ତେ ସୁସ୍ଥ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *