ଅଣ୍ଟା ଭିଡ଼ିଲେଣି ନବୀନ ମୋହନଙ୍କୁ ନାହିଁ ତ୍ରାହି !

ଅଣ୍ଟା ଭିଡ଼ିଲେଣି ନବୀନ ମୋହନଙ୍କୁ ନାହିଁ ତ୍ରାହି !

ଅଣ୍ଟା ଭିଡ଼ିଲେଣି ନବୀନ ଏବେ ମୋହନଙ୍କୁ ନାହିଁ ତ୍ରାହି ! ଜାନୁଆରୀରୁ ହେବ ଜୋର ଦାର ଆନ୍ଦୋଳନ | ସମ୍ଭାଳି ପରିବେତ ମୋହନ ସରକାର !ତେବେ କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ଆର୍ଥିକ ସହାୟତା ଘୋଷଣା କରଠୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛି ବିରୋଧି ବିଜେଡ଼ି . ପୂର୍ବରୁ ଜିରୋ ଗ୍ରାଉଣ୍ଡରେ ପହଂଚି ସ୍ଥିତି ପରଖିଥିଲେ ବିଜେଡ଼ି ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ .ପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଥିଲା ବିଜେଡ଼ିର ପ୍ରତିନିଧି ଦଳ .ଏନେଇ ପ୍ରତିନିଧି ଦଳ ନବୀନ ନିବାସରେ ବିସ୍ତୃତ ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନୟକଙ୍କୁ ଜଣାଇଛନ୍ତି .

ତେବେ ନିକଟରେ ବଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ .ନବୀନ ନିବାସରେ ପହଂଚି ତାଙ୍କୁ ଭେଟିବା ସହ ଆଲୋଚନା କରିଥିଲେ . ନିଜେ ଲଢ଼ିବା ସହ ଦଳର ନେତା ଓ କର୍ମୀଙ୍କୁ ବି ଲଢ଼ବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ .ତେବେ ପ୍ରକଳ୍ପ ଦ୍ୱାରା ମାଲାକାନଗିରି ଜିଲ୍ଲା ମୋଟୁ ଓ ପଡ଼ିଆ ଅଂଚଳରେ ୨ଶହରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହେବ . ଲୋକେ ନିଜର ଘର ଦ୍ୱାର ହରାଇବେ .ଜୀବନ ଜୀବିକା ସବୁ ଉଜୁଡିଯିବ . ବର୍ଷାଦିନେ ପୋଲାଭରମ ପାଇଁ ମାଲକାନଗିରି ସ୍ଥିତି ଖରାପ ହେବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ଜଣାଇଥିଲେ .

author

Related Articles

Leave a Reply

Your email address will not be published. Required fields are marked *