ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଅମିତ ଶାହଙ୍କ ନିର୍ଦ୍ଦେଶ

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଅମିତ ଶାହଙ୍କ ନିର୍ଦ୍ଦେଶ

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଅମିତ ଶାହଙ୍କ ନିର୍ଦ୍ଦେଶ . ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ହଲଚଲ . ଅପରେସନ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଇ ହେଉଛି ପାକିସ୍ତାନ . କେତେବେଳେ କଣ ହୋଇପାରେ ଠିକ ନାହିଁ . ଏହାକୁ ଆଖି ଆଗରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧକ୍ଷତାରେ ବସିଥିବା ବୈଠକରେ . ଶାହ ସୀମାନ୍ତବର୍ତୀ ୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳର ଉପରାଜ୍ୟପାଳନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି . ଭିଡିଓ କନଫରେନ୍ସିଂ ଜରିଆରେ ସେହି ସମସ୍ତଙ୍କ ରାଜ୍ୟମାନେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି . ଯେଉଁଥିରେ ଖାଦ୍ୟ ,ଔଷଧ ସାମଗ୍ରୀ ମହଜୁଦ ରଖିବା ସହ ଜନସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି . ଏହା ସହିତ ଅଂଚଳରେ ଦେଶ ବିରୋଧୀ ଗୁଜବ ଓ ଅପପ୍ରଚାର ଉପରେ ସର୍ତକ ଦୃଷ୍ଟି ରଖିବାକୁ କୁହାଯାଇଛି .

ତେବେ ଭାରତୀୟ ସେନାର ଅପରେସନ ସନ୍ଦୂର ସଫଳ ହେବା ସହ ପାକିସ୍ତାନ ବିଳିବିଳେଇଲାଣି କଣ କରିବ ନିଜେ ଜାଣିବାରୁନି .ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ଭାରତ ମଙ୍ଗଳବାର ମଧ୍ୟରେ ରାତି ୧ଟା ୩୦ରେ ପାକିସ୍ତାନ ଏବଂ ପିଓକେରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଭାରତ, ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ବାୟୁସେନା ଆକ୍ରମଣ କରି ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ଏହା ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକର ସ୍ମୃତିକୁ ତାଜା କରିଛି ସେତେବେଳେ ମଧ୍ୟ ଭାରତ ଆତଙ୍କବାଦ ବିରୁଦ୍ଧରେ ସମାନ ଭାବେ ଅଚାନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥି

author

Related Articles

Leave a Reply

Your email address will not be published. Required fields are marked *