ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ନିର୍ବାଚନୀ ବିଗୁଲ ବଜାଇବେ ନିର୍ବାଚନୀ ଆୟୋଗ । ଆଜି ଅପରାହ୍ନ 3ଟା ବେଳେ ଆଗାମୀ ନିର୍ବାଚନ ପାଇଁ ତାରିଖ ଗୋଷଣା କରିବେ ନିର୍ବାଚନ ଆୟୋଗ । ଓଡିଶା ସମେତ ସିକିମ,ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ତାହା ସହିତ ପୂରା ଦେଶରେ ଲାଗୁ ହୋଇପାରେ ଆଚରଣ ବିଧି । ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ୭ରୁ ୮ଟି ପର୍ଯ୍ୟାୟରେ ହୋଇପାରେ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନବନିର୍ବାଚିତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ସହ ନିର୍ବାଚନ ତାରିଖ ଘୋଷଣା କରିବେ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025