ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ଓ ସୁବର୍ଣ୍ଣପୁର ପୌର ପରିଷଦର ମିଳିତ ଉଦ୍ୟମରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସୁବର୍ଣ୍ଣପୁର ପ୍ରଶାସନର ବିଭିନ୍ନ କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ସମେତ ସହ ସାଧାରଣ ଜନତା ସାମିଲ୍ ହୋଇ ଏକ ବାଇକ ଶୋଭାଯାତ୍ରା ସ୍ଥାନିୟ ରୟାଲ ପଡିଆ ଠାରୁ ବାହାରି ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ। ଏହି ପରାକ୍ରମ ଶୋଭାଯାତ୍ରା କୁ ଜିଲ୍ଲାପାଳ ଅନ୍ୟା ଦାଶ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣ ରେ ପେହେଲଗାମ ରେ ମୃତ୍ୟ ବରଣ କରିଥିବା ନିରୀହ ପର୍ଯ୍ୟଟକ ଙ୍କ ମୃତ୍ୟୁ ର ବଦଲା ପାଇଁ ଭାରତ ସରକାର ଆରମ୍ଭ କରିଥିଲେ ଅପରେସନ ସିନ୍ଦୂର । ସ୍ଥଳ ସେନା , ଜଳ ସେନା, ବାୟୁ ସେନା ଏହି ସିନ୍ଦୂର ଅପରେସନ ରେ ସାମିଲ୍ ହୋଇ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ସାର ବିଶ୍ୱ ରେ ଆତଙ୍କବାଦୀ ଶେଷ ପାଇଁ ଏକ ଆହ୍ବାନ ର ମାର୍ଗ ଦର୍ଶକ ସାଜିଛନ୍ତି। ତେଣୁ ସେନା ଙ୍କ ପରାକ୍ରମ ରେ ଭାରତ ଗର୍ବିତ ମନେକରି ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *