ଅଫିମ ନଷ୍ଟ କଲା ପୋଲିସ

ଅଫିମ ନଷ୍ଟ କଲା ପୋଲିସ

ଅଫିମ ଚାଷକୁ ନଷ୍ଟ କଲା ପୋଲିସ । ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ନଷ୍ଟ କରିଦେଇଛି । ଜୋଜଗୋଡା ଅଞ୍ଚଳରେ ୪ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୮ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି । ସେହିପରି ଲେମ୍ବୁଗୋଡା ଏରିଆରେ ହୋଇଥିବା ୧ ଏକର ୭୪ ଡିସିମିଲ ଜାଗାରେ ୪୬ ହଜାର ୯୮୦ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି । କରଞ୍ଜିଆ ଏସଡିପିଓଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ପରେ ଏହି ସଫଳତା ମିଳିଛି । ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *