ଅଳ୍ପକେ ବର୍ତ୍ତିଲା ଜୀବନ

ଅଳ୍ପକେ ବର୍ତ୍ତିଲା ଜୀବନ

୍ଣବøଦ୍ଧ:  ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଏକ ତୀର୍ଥ ଯାତ୍ରୀ କାର ହେଲା ଦୁର୍ଘଟଣା ଗସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ  । ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟରୁ ପୁରୀ ଜଗନ୍ନାଥ ଧାମ ଦର୍ଶନରେ ଯାୁଥିବା କାର ହରଭଙ୍ଗା  ୫୭ ନଂ ଜାତୀୟ ରାଜପଥ ଆଡ଼େଣିଗଡ଼ ଗଣେଶ ବଜାର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା କାରେ୍  । ଏହି ଦୁର୍ଘଟଣାରେ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି  । ଘଟଣାସ୍ଥଳରେ ଆଡେଣିଗଡ଼ ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି।

author

Related Articles

Leave a Reply

Your email address will not be published. Required fields are marked *