ଆଇଟମ ଡ୍ୟାନ୍ସ କଲେ ଠେଙ୍ଗା ମାଡ

ଆଇଟମ ଡ୍ୟାନ୍ସ କଲେ ଠେଙ୍ଗା ମାଡ

ଦିନକୁ ଦିନ ଯାତ୍ରାରେ ଅଶ୍ଲୀଳତା ବୃଦ୍ଧି ପାଇବାରେ ଲାଗିଛି । ଆଇଟମ ଡ୍ୟାନ୍ସ ନାଁରେ ଅଶ୍ଳୀଳ ନାଚ ହେଉଛି ଯାହାର ପ୍ରଭାବ ଯୁବ ପିଢିଙ୍କ ଉପରେ ପଡୁଛି । ତେଣୁ ଖଣ୍ଡଗିରି ଯାତ୍ରାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂଙ୍କ ବଡ ଚେତାବନୀ । ଚଳିତ ଥର ଖଣ୍ଡଗିରି ଯାତ୍ରାରେ ଆଇଟମ ଡ୍ୟାନ୍ସ ହେଲେ ବାଜିବ ଠେଙ୍ଗା ପାହାର । 100 ଠେଙ୍ଗା କିଣା ହୋଇ ଥୁଆ ହୋଇଛି । ଖଣ୍ଡଗିରି ଯାତ୍ରାରେ ଯିଏ ଅଶ୍ଳୀଳ ନାଚ ନାଚିବ ତା ଉପରେ ମାଡ ବସି ସେ ବି ପୁଣି ସିରିୟସ ମାଡ ହେବ । ଗଣମାଧ୍ୟମ ସାମ୍ନାରେ ଏଭି କିଛି ପ୍ରତିକ୍ରିୟା ରଖିଛନ୍ତି ବାବୁ ସିଂ ।

author

Related Articles

Leave a Reply

Your email address will not be published. Required fields are marked *