ନିକଟରେ ମହାଙ୍ଗା ବିଧାୟକ ସାରଦା ପ୍ରଧାନ ଆଇନ ମନ୍ତ୍ରୀଙ୍କ ପିଏସଓଙ୍କୁ ମାରିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରେସମିଟ କରି ବର୍ଷିଛନ୍ତି ଲେନିନ ମହାନ୍ତି . ଲେନିକ କହିଛନ୍ତି ଆଇନ ମନ୍ତ୍ରୀ ମିଟଙ୍ଗ ଯିବା ସମୟରେ ମନ୍ତ୍ରୀଙ୍କ ଉପସ୍ଥିତରେ ୟେତେ ଅହଂକାର ମହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କର ସେ ତାଙ୍କ କର୍ମୀ ଏବଂ ପିଏସଓଙ୍କୁ ବାଡେଇଛନ୍ତି . ଆପଣ ଭାବନ୍ତୁ ଏହିଟା କଣ ମେସେଜ ଦେବ ଲୋକଙ୍କୁ .ସାରା ରାଜ୍ୟରେ ଏବେ ଅରାଜକତା ମାହୋଲ ଚାଲିଛି ବୋଲି କହିଛନ୍ତି ଲେନିନ .
ତେବେ ନିକଟରେ ଆଇନ ମନ୍ତ୍ରୀଙ୍କର ଉପସ୍ଥିତିରେ ସୁରକ୍ଷା କର୍ମୀ ଓ ଜଣେ ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ମାହାଙ୍ଗା ବିଧାୟକ .ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା . ଏହାକୁ ଦେଖିବା ପରେ ଲୋକଙ୍କ ଜଣେ ବିଧାୟକଙ୍କ ଏପରି ଆଚରଣକୁ ଦୃଢ଼ ଭାବେ ନନ୍ଦା କରିଥିଲେ .
ରାଜ୍ୟରେ ଆଇନ ବ୍ୟବସ୍ଥା ଏପରି ହୋଇଛି ଯେଉଁଠି ଖୋଦ ଆଇନମନ୍ତ୍ରୀଙ୍କ ସାମ୍ନାରେ ପୋଲିସ ମାଡ଼ ଖାଉଛି କିନ୍ତୁ କେହି ପାଟିଫିଟାଉନାହାଁନ୍ତି ବୋଲି ଲୋକେ କହୁଥିଲେ . ବିଜେପି ହାତରେ ଶାସନ ବ୍ୟବସ୍ଥା ରହିଲେ ପରିସ୍ଥିତି ଏୟା ହିଁ ହେବ ବୋଲି ସାଧାରଣରେ ଆଲୋଚନା ହେଉଥିଲା | ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ପିଏସଓଙ୍କୁ ପିଟିଲେ ସାରଦା ପ୍ରଧାନ .ଯାହାକୁ ଲୋକେ ଘୋର ନିନ୍ଦା କରୁଛନ୍ତି .