ଆଜିଠୁ ଆରମ୍ଭ ପକ୍ଷୀ ଗଣନା…

ଆଜିଠୁ ଆରମ୍ଭ ପକ୍ଷୀ ଗଣନା…

ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ପକ୍ଷୀ ବିହାର ଚିଲିକାରେ ପକ୍ଷୀ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପକ୍ଷୀ ବିଶାରଦ ମାନେ ବାଇନା କୁଲାର୍ ,ଜିପି ଏସ ଟ୍ରାକୀଙ୍ଗ ସାହାଯ୍ୟରେ ପକ୍ଷୀ ଗଣନା ଆରମ୍ଭ କରିଛନ୍ତି । ଚିଲିକା ରେ ପାଖାପାଖି ୧୧୮ ଜଣ ସଦସ୍ୟ ଚିଲିକାରେ ପକ୍ଷୀ ଗଣିବା ପାଇଁ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି । ସମସ୍ତ ଟିମ ଗଣନା ସାରିବା ପରେ ଚୁଡାନ୍ତ ତାଲିକା ବାଲୁଗାଁ ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ହସ୍ତାନ୍ତର କରିବା ପାଇଁ ସମସ୍ତ ଟିମକୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *