ଆଜି ସାରା ବିଶ୍ୱ ପାଳୁଛି ଆନ୍ତ୍ରର୍ଜାତୀୟ ଶାନ୍ତି ଦିବସ । ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ । 1981 ମସିହାରେ ମିଳିତ ଜାତିସଂଘ ପକ୍ଷରୁ ଏହାର ଆରମ୍ଭ କରାଯାଇଥିଲା । ବିଶ୍ୱରେ ଶାନ୍ତି ହାସଲ ପାଇଁ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସୁରକ୍ଷିତ ରଖିବା ନିହାତି ଜରୁରୀ ତେଣୁ 1982 ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର 21 ତାରିଖକୁ ଆର୍ନ୍ତଜାତୀୟ ଶାନ୍ତି ଦିବସ ରୂପେ କରାଯାଉଛି । ଚଳିତ ବର୍ଷ ଏହି ଦିବସ ପାଳନର ବିଷୟ ରହିଛି ଶାନ୍ତି ପାଇଁ ପଦକ୍ଷେପ,ବୈଶ୍ୱିକ ଲକ୍ଷ୍ୟ ପାଇଁ ଆମର ମହତ୍ତ୍ୱାକାଂକ୍ଷା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025