ଆଜି ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା

ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନୈତିକ ଦଳ ମାନଙ୍କ ପ୍ରସ୍ତୁତି । ତିନି ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଆଜି ଘୋଷଣା ହୋଇପାରେ ବିଜେଡିର ବଳକା ଥିବା ପ୍ରାର୍ଥୀ ତାଲିକା । ବର୍ତ୍ତମାନ ସୁଦ୍ଧା ୬ ଲୋକସଭା ଓ ୭୫ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ଏହି ସବୁ ଆସନ ପାଇଁ ଆଜି ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ଟକେଟ ? କାହାର ଟିକେଟ କଟିବ ତାକୁ ନେଇ ଅପେକ୍ଷାରେ ଅଛନ୍ତି ଆଶାୟୀ ନେତା ।

author

Related Articles

Leave a Reply

Your email address will not be published. Required fields are marked *