ଆଜି କ୍ୟାବିନେଟ ମିଟିଂ…

 ଆଜି କ୍ୟାବିନେଟ ମିଟିଂ…

ନୂଆ ସରକାରର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଉପରେ ନଜର । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ ।ଏଥିରେ ଶ୍ରୀମନ୍ଦିର ଚାରିଦ୍ୱାର, ଚାଷୀଙ୍କ ଏମଏସପି ଆଦି ପ୍ରସଙ୍ଗରେ କ୍ୟାବିନେଟ୍ ବୈଠକ ବସିଥିଲା ।

author

Related Articles

Leave a Reply

Your email address will not be published. Required fields are marked *