ଆଜି ନଭେମ୍ବର ୨୬ ସ୍ୱାଧୀନତା ଦିବସ !

ଆଜି ନଭେମ୍ବର ୨୬ ସ୍ୱାଧୀନତା ଦିବସ !


ଭୁଲରେ କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଆଜି ହେଉଛି ନଭେମ୍ଭର ୨୬ ସ୍ୱାଧୀତା ଦିବସ . ଏହା ଶୁଣିବା ପର ପଛରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ କହିଦେଉଛନ୍ତି ସ୍ୱାଧୀନତା ଦିବସ ନୁହେଁ ସମ୍ବିଧାନ ଦିବସ . ତେବେ ସମ୍ବିଧାନ ଗଠନ ହେବାକୁ ପୂରଣ ହୋଇଛି ୭୫ ବର୍ଷ .ଏନେଇ ସାରା ଦେଶରେ ପାଳିତ ହେଉଛି ସମ୍ବିଧାନ ଦିବସ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମତେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବାଂଶୀ ସୂରଜ ,ସ୍ୱସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଧାୟକ ବାବୁ ସିଂ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ . ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଜନମାନସକୁ ସମ୍ବୋଦନ କରିବାପରେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ . ସେହି ସମୟରେ ସେ ଭୁଲରେ ସ୍ୱମ୍ବିଧାନ ଦିବସକୁ ସ୍ୱାଧୀନତା ଦିବସ ବୋଲି କହିଥିଲେ .

author

Related Articles

Leave a Reply

Your email address will not be published. Required fields are marked *