ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଗହଳି ଚହଳି ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବ ପୀଠ ମଧ୍ୟ ରେ ଚକାପାଦ, ଜଳେଶପଟ୍ଟା ରହିଥିବା ବେଳେ କ. ନୂଆଗାଁ ରାମେଶ୍ବର ଶିବ ମନ୍ଦିର,ବାଲିଗୁଡ଼ା ର ରାମେଶ୍ବର, ବିରୁପକ୍ଷଶ୍ଵର , ଖଡେଗେଶ୍ୱର୍ ସମେତ ଜିଲ୍ଲାର ସମସ୍ତ ଶିବ ମନ୍ଦିର ରେ ବହୁ ଆଡମ୍ବର ରେ ପାଳନ ହେଉଛି। ସୁରକ୍ଷା ଦୃଷ୍ଟି ରୁ ପୁଲିସ ମୃତୟନ କରଯାଇଛି। ଆମେ ଆଜି କ. ନୂଆଗାଁ ରାମେଶ୍ବର ଶିବ ମନ୍ଦିର ରେ ସ୍ଥିତି ପରଖିଥିଲୁ। ଆଜି କୁ ୫୭ବର୍ଷ ହେବ ଏଠାରେ ଶିବରାତ୍ରି ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସୂର୍ଯ୍ୟ ପୂଜା, ପାର୍ଶ୍ଵ ଦେବଦେବୀ ପୂଜା, ରୁଦ୍ରାଭିଶେଖ, ହୋମ ଯଜ୍ଞ, ମାର୍ଜଣା ହେବା ସହ ଏକ ହଜାର ଆଠ ଆହୁତି ହେବ। ରତି ୩ଟା ୩୦ରେ ମହାଦୀପ ଉଠିବା ପରେ ପୂର୍ଣ୍ଣାହୁତି ଓ ପ୍ରାସାଦ ସେବନ ବ୍ୟବସ୍ତା କରଯାଇଛି।

author

Related Articles

Leave a Reply

Your email address will not be published. Required fields are marked *