ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆଜି ବସିବ । ଏହି ବୈଠକରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପରେ ଲେଜର ସ୍କାନିଂ ରିପୋର୍ଟ ଉପସ୍ଥାପିତ ହେବ । ସେହିପରି ଏହି ବୈଠକରେ ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀଜଗନ୍ନାଥ ମନ୍ଦିରର ନୂତନ କାର୍ଯ୍ୟାଳୟ, ନାଟ ମଣ୍ଡପର ସଂରକ୍ଷଣ, ଶ୍ରୀନ୍ଦିର ଆଲୋକୀକରଣ, ଶ୍ରୀମନ୍ଦିରରେ ନୀତି ପରିଚାଳନା ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ରିପୋର୍ଟ ନେଇ କମିଟିରେ ତର୍ଜମା ହେବା ପରେ ନିଷ୍ପତି ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *