ଆତଙ୍କବାଦୀ ଆନସାରୀ ଗିରଫ!

ଆତଙ୍କବାଦୀ ଆନସାରୀ ଗିରଫ!

ଭାରତରେ ୨୬/୧୧ ଭଳି ସିରିୟଲ ବ୍ଲାଷ୍ଟ କରିବାକୁ ଯୋଜନା କରିବା | ବ୍ରଜରାଜନଗର ଅଞ୍ଚଳରେ ଜାଭେଦ ଆନସାରୀକୁ ପୋଲିସ ଗିରଫ କରିଛି | ଜାଭେଦ ଫେସବୁକରେ ଆପତ୍ତିଜନକ ବାର୍ତା ସହ ବିଭିନ ସୁରକ୍ଷା ଧାର୍ମକପୁର୍ଣ ଇ-ମେଲ ଦେଇଥିଲା |ପୋଲିସ ଏନେଇ ରୁଜୁ ମାମଲା କରିଛି | ପ୍ରକୁତରେ ତାର ଆତଙ୍କବାଦି ଲିଙ୍କ ରହିଛି ନା କେବଳ ଇର୍ସାପରାୟଣ ହୋଇ ସେ ଏଭଳି ଇ-ମେଲ କରିଛି | ତାହାର ଯାଞ୍ଚ କରୁଛି ପୋଲିସ |

author

Related Articles

Leave a Reply

Your email address will not be published. Required fields are marked *