ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……

ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ।  ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ। ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର। ଗୁରୁପ୍ରୀତଙ୍କ ମୁଣ୍ଡରେ ବାଜିଛି ଗୁଳି, କାହିଁକି ଗୁଳି ଫୁଟାଇଲେ ଅସ୍ପଷ୍ଟ। ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତରଙ୍କ ଟିମ୍ ଡିଏମ୍ ସିର ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିଲେ ମଧ୍ୟ ଶତଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ବିଧାୟକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରି ନିଜ କୋଠରୀରେ ରାତ୍ରୀ ଭୋଜନ କରୁଥିଲେ। ଏହି ସମୟରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ଡିସିପି ଶୁଭମ ଅଗ୍ରୱାଲ, ଏଡିସିପି ରମଣଦୀପ ଭୁଲର, ଏସିପି ଆକରଶୀ ଜୈନ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।

author

Related Articles

Leave a Reply

Your email address will not be published. Required fields are marked *