ଦେଶ ରେ ଗରିବ ଦୂର କରିବାକୁ ପ୍ରଧାନ ମନ୍ତ୍ରୀ ଅଣ୍ଟା ଭିଡି ଥିବା ବିଭିନ୍ନ ଯୋଜନା ଆଣିଛନ୍ତି ସେହିପରି ଗୋଟିଏ ଯୋଜନା ହଉଛି ଆବlଶ ଯୋଜନା କେମିତି ସୁଖରେ ରହିବେ ବୋଲି ଚେଷ୍ଟା କରି ଆସୁଛନ୍ତି ଏବଂ ଉଠା ଦୋକାନୀ ଙ୍କ ପାଇଁ ସ୍ୱାଵନିଧି ଯୋଜନା ତେଣୁ ଆଜି ଧର୍ମଗଡବିଜ୍ଞାପିତ ଅଞ୍ଚଳର ଯୋଗ୍ୟହିତାଧିକାରୀ କିପରି ଆବେଦନ କରି ଆବାସ ଯୋଜନାରେ ସାମିଲ ହେବେ ଏନେଇ ସୂଚନା ଦେବା ସଙ୍ଗେ ଧର୍ମଗଡ ବିଜ୍ଞାପିତ ବି ଇ ଓ ବିଜ୍ଞାପିତ ସଭା ଗୃହ ରେ ଏକ ସଭା ର ଆୟୋଜନ କରି ସମସ୍ତ ୱାର୍ଡ ମେମ୍ବର. ଚେୟାର ପରସନ ବାଇସ ପର୍ସନ ତଥା ସମସ୍ତ କର୍ମକର୍ତା କୁ ଡାକି ଲୋକେ କେମିତି ଘର ପାଇ ଆବେଦନ କରିବେ ତାହା ଭୁଝେଇଥିଲେ ଏବଂ ସିସିଆଲ ମିଡିୟ ରେ ମଧ୍ୟ ସଚେତନ କରିବା ପାଇଁ ବାର୍ତା ଦେଇଥିଲେ

You can share this post!
author