ଆଲିଆଙ୍କ ଲୁକ୍‌ ଭାଇରାଲ

ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପୁରସ୍କାର ବି ପାଇଥିଲେ। ସେହିପରି ‘ଭୁଲ ଭୁଲାୟା-୨’ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। ଏହି ଫିଲ୍ମ କରୋନା ଅବଧି ଏବଂ ଲକ୍‌ଡାଉନ୍‌ ପରେ ହିଟ୍‌ ହୋଇଥିବା ପ୍ରଥମ ଫିଲ୍ମ ଥିଲା। କାର୍ତ୍ତିକ ଏହି ଫିଲ୍ମରେ ଏକ ଦମ୍‌ଦାର ପ୍ରଦର୍ଶନ କରିଥିଲେ। କିଆରା ଆଡଭାନୀ ଏବଂ ତବୁ ତାଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ।ମା’ ହେବା ପରେ ଅଭିନେତ୍ରୀ ଆଲିଆ ରେଡ୍‌ କାର୍ପେଟରେ ଯୋଗ ଦେଇଥିଲେ। ସେ ଏକ ଥାଇ-ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆଲିଆଙ୍କ ଏହି ଲୁକ୍‌ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଅଭିନେତ୍ରୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପୁରସ୍କାର ବି ପାଇଥିଲେ। ସେହିପରି ‘ଭୁଲ ଭୁଲାୟା-୨’ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। ଏହି ଫିଲ୍ମ କରୋନା ଅବଧି ଏବଂ ଲକ୍‌ଡାଉନ୍‌ ପରେ ହିଟ୍‌ ହୋଇଥିବା ପ୍ରଥମ ଫିଲ୍ମ ଥିଲା। କାର୍ତ୍ତିକ ଏହି ଫିଲ୍ମରେ ଏକ ଦମ୍‌ଦାର ପ୍ରଦର୍ଶନ କରିଥିଲେ। କିଆରା ଆଡଭାନୀ ଏବଂ ତବୁ ତାଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ। ମା’ ହେବା ପରେ ଅଭିନେତ୍ରୀ ଆଲିଆ ରେଡ୍‌ କାର୍ପେଟରେ ଯୋଗ ଦେଇଥିଲେ। ସେ ଏକ ଥାଇ-ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆଲିଆଙ୍କ ଏହି ଲୁକ୍‌ ଭାଇରାଲ ହେବାରେ ଲାଗିଛି।

author

Related Articles

Leave a Reply

Your email address will not be published. Required fields are marked *