ଦେଶରେ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଚାଲିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଟ୍ରେନରେ ଯାତ୍ରା କରୁଥୁବା ଯାତ୍ରୀ ମାନଙ୍କୁ ସୁବିଧାରେ ଯାତାୟତ କରିବାର ସୁଯୋଗ ଦେଉଛି । ଏହାକୁ ଆହୁରି ଆରାମଦାୟକ କରିବା ପାଇଁ ବନ୍ଦେଭାରତର ସ୍ଲିପର କୋଚ ଆସିବାକୁ ଯାଉଛି । ଏ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାର ପ୍ରଥମ ଝଲକ ନିଜ ସୋସିଆଲ ମିଡିଆ ପ୍ଲାଟର୍ଫମ ଏକ୍ସରେ ପୋଷ୍ଟ କରିଛନ୍ତି । 2024ରେ ବନ୍ଦେଭାରତର ଏସି ସ୍ଲିପର କୋଚ ଆସିବାକୁ ଯାଉଛି ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025