ଦିଲ୍ଲୀ ଗସ୍ତରେ ବିଜେଡିର ମୁଖ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ହଁ ଦର୍ଶକବନ୍ଧୁ ବିଜେଡି ଓ ବିଜେପି ମେଣ୍ଟକୁ ସରଗରମ ରାଜ୍ୟ ରାଜନୀତି । ଏହା ଭିତରେ ଦିଲ୍ଲୀରେ ପହଞ୍ଚିଛନ୍ତି ପାଣ୍ଡିଆନ ଓ ପ୍ରଣବ । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଏହି ଦୁଇ ନେତା । ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ ବିଜେଡିର ଏହି ଦୁଇ ଛାମୁଆ ନେତା । ଯାହାକୁ ରାଜ୍ୟ ରାଜନୀତିରେ ସରଗରମ । ଉଭୟ ଦଳ ମଧ୍ୟରେ ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାକୁ ଆଗେଇ ନେବା ପାଇଁ ଦୁଇ ନେତା ଦିଲ୍ଲୀ ଯାଉଛନ୍ତି । ଦିଲ୍ଲୀରେ ରାଜ୍ୟ ବିଜେପିର ନେତାମାନେ ଉପସ୍ଥିତ ଥିବା ବେଳେ ଏହି ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ ମେଣ୍ଟ ରାଜନୀତିକୁ ଖୋରାକ ଯୋଗାଉଛି । ଆଜି ହୁଏତ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ । ଚର୍ଚ୍ଚା ହେଉଛି କି ଏହି କ୍ଷେତ୍ରରେ ବିଶେଷ ଆଲୋଚନା ପାଇଁ ଉଭୟେ ନିଜର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି । ତେବେ କୁହାଯାଉଛି କି ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ହେବା ଫାଇନାଲ ହୋଇସାରିଛି ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025