ଇଂଲଣ୍ଡ ବିପକ୍ଷ ଶେଷ ୩ ଟି ଟେଷ୍ଟ ମ୍ୟାଚ ପାଇଁ ଆଜି ଭାରତୀୟ ଟିମ୍ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଟିମ୍ ଘୋଷଣା କରାଯାଇଛି । କିନ୍ତୁ ୧୭ ଜଣିଆ ଏହି ସ୍କ୍ୱାଡରେ ବିରାଟ କୋହଲିଙ୍କ ନାଁ ସାମିଲ ନାହିଁ । ପ୍ରଥମ ଦୁଇଟି ଟେଷ୍ଟ ଭଳି ଶେଷ ୩ଟି ଟେଷ୍ଟରେ ବିରାଟ ନଜର ଆସିବେନି । ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ ଛୁଟି ନେଇଥିଲେ। ପ୍ରଥମ ୨ ଟେଷ୍ଟରେ ସେ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁପସ୍ଥିତ ଅବଧି ବୃଦ୍ଧି ପାଇଛି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025