ଅଡୁଆରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ଇଡିରେ ହାଜର ହୋଇଛନ୍ତି ଲାଲୁଯାଦବ । ପାଟନାଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ଇଡି ତାଙ୍କୁ ପଚରାଉଚରା ଜାରି ରଖିଛି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆରଜେଡି କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ଜମିଛି । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ଲାଲୁଙ୍କୁ ସମନ ନେଇ ପ୍ରତିବାଦ କରିଛନ୍ତି ଆରଜେଡି କର୍ମକର୍ତ୍ତା ।

You can share this post!
author