ପରିସ୍ଥିତି ଜଟିଳ ହେବାରୁ ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ । ପାଲେଷ୍ଟାଇନ୍ ଗାଜା ପଟିରୁ ଲଗାତାର ୫୦୦୦ ରକେଟ୍ ମାଡ ହେବା ପରେ ଇସ୍ରାଏଲରେ ଜରୁରୀକାଳୀନ ସାଇରନ୍ ବାଜି ଉଠିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗାଜାପଟି ପଟୁ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ରକେଟ ମାଡ ହୋଇଛି । ଫଳରେ ପୁରା ଦେଶରେ ଏମରଜେନ୍ସି ଆଲର୍ଟ ସାଇରନ୍ ବାଜି ଉଠିଥିଲା ଯାହା ଏହାର ସାଂସ୍କୃତିକ ରାଜଧାନୀ ଜେଲ- ଅବିବ ଯାଏଁ ଣୁଣାଯାଇଥିଲା । କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ଆକ୍ରମଣ ହୋଇଛି ।

You can share this post!
author
Related Articles
ବିବାଦର ପାଚେରୀ ଭିତରେ ମନମୋହନ ସାମଲ !
- June 6, 2025
ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…
- June 6, 2025
ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …
- June 6, 2025