ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାକ ତରଫରୁ ମିଳିଲା ଏ-ପ୍ଲସ ଗ୍ରେଡ । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ କାଉନସିଲ ଟିମ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ । ତେଣୁ ଏହାର ବିଚାର ପୁଣିଥରେ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଆବେଦନ କରିଥିଲେ । ଏବଂ ଯାହାର ଫଳାଫଳ ସ୍ୱରୁପ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ଆଗକୁ ସମସ୍ତ ବିବାଗରେ କିପରି ଉନ୍ନତି କରିବ ସେଥିପ୍ରତି ଧ୍ୟାନ ଦିଆଦିଆଯାଇଛି । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025