ଏକ୍ସ ବା ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ବଡ ଖବର । ଏବେ ଏକ୍ସର ମାଲିକ ଏଲନ ମସ୍କ,ଏକ୍ସ ବ୍ୟବହାରକରୀଙ୍କ ଠାରୁ ମାସିକ ଦେୟ ଆଦାୟ କରିବେ । ପ୍ଲାଟଫର୍ମରେ ଦେଖାଯାଉଥିବା ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ଏପରି ନିଷ୍ପତି ନେଇଛନ୍ତି ଏଲନ ମସ୍କ । ହେଲେ କେବେଠାରୁ ଓ କେତେ ଟଙ୍କା ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ସେ ନେଇ ମସ୍କ କିଛି ସ୍ପଷ୍ଟ କରିନାହାନ୍ତି । ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ଏହା ଏକମାତ୍ର ଉପାୟ ବୋଲି କହିଛନ୍ତି ଏଲନ୍ ମସ୍କ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025