ଦୁନିଆର ସବୁଠୁ ବଡ ରେଲୱେ ନାଁରେ ରହିଛି ଭାରତର ରେଲୱେ ବ୍ୟବସ୍ଥା । ଯାତ୍ରୀମାନଙ୍କର ସୁବିଧାରେ ଯାତାୟତ ପାଇଁ ବିଭିନ୍ନ ରେଳ ପଥର ବ୍ୟବସ୍ଥା ରହିଛି । ଏବଂ ନିତିଦିନ ହଜାର ହଜାର ଟ୍ରେନ ଯାତାୟତ କରିଥାଏ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠାରେ ରେଲୱେ ବ୍ୟବସ୍ଥା ନାହିଁ । ସେହି ରାଜ୍ୟ ହେଉଛି ସିକିମ । ଏହା ଏମିତି ଏକ ରାଜ୍ୟ ଯେଉଁଠାରେ ଲୋକମାନେ ଅନ୍ୟ ରେଲୱେ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ସେହି ଷ୍ଚେସନ ଗୁଡିକ ହେଲା ସିଲିଗୁଡି ଯାହା ସିକିମଠୁ 146 କିଲୋମିଟର ଦୂରରେ ରହିଛି, ଅନ୍ୟଟି ହେଲା ଜଲପାଇଗୁଡି ଯାହା ସିକିମଠୁ 187 କିଲୋମିଟର ଦୂରରେ ଅବସ୍ଥିତ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025