ଏବେଠୁ ହିଁ ରେକର୍ଡ କଲାଣି ତାତି…

ଏବେଠୁ ହିଁ ରେକର୍ଡ କଲାଣି ତାତି…

ଏବେଠୁ ହିଁ ରେକର୍ଡ କଲାଣି ତାତି । ଆଗକୁ ଆହୁରି କଲବଲ କରିବ । ମାର୍ଚ୍ଚ ମାସରେ ହିଁ ୩୭ ଡିଗ୍ରୀ ତାପମାତ୍ରା ପାର୍ କରିଛି । ଗତ କାଲି ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରେ ୩୬.୨ପ୍ସଉ ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭ଡ଼ିଗ୍ରୀ ଅତିକ୍ରମ କରିଛି କ୍ଷ ସେହିପରି ଭୁବନେଶ୍ୱରରେ, ଗତକାଲି ଏହି ସମୟରେ ତାପମାତ୍ରା ୩୧.୬ପ୍ସଉ ଥିବା ବେଳେ ଆଜି ୩୨.୪ପ୍ସଉ ରେକର୍ଡ ହୋଇଛି । ଓଡ଼ିଶା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ବଢିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ।

author

Related Articles

Leave a Reply

Your email address will not be published. Required fields are marked *