ରାଜ୍ୟରେ ତିନି ଦିନର ବର୍ଷା ପରେ ଆଜି ସକାଳୁ ଘନ କୁହୁଡି ଦେଖାଦେଇଛି । ଏହା ସହ ରାଜ୍ୟରେ ପ୍ରବଳ ଥଣ୍ଡା ମଧ୍ୟ ଅନୁଭବ ହୋଇଛି । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । କାଳବୈଶାଖୀ ସରିଲା ତାତି ବଢିଲା । ପୁଣିଥରେ ତାଣ୍ଡବ ରଚିବ ଖରା । ଆଜିଠୁ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025