କେବଳ ଡ୍ରାମା୧୦୦ ଦିନ କାମ ଶୂନ

କେବଳ ଡ୍ରାମା୧୦୦ ଦିନ କାମ ଶୂନ

ମୋହନ ସରକାରକୁ ପୁରିଲା ୧୦୦ ଦିନ . ହେଲେ ମନ୍ତ୍ରୀଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ କଥା ରେ ନାହିଁ ତାଳ ମେଳ .ବିଜେପି ସରକାରରେ ଆଜି ପର୍ଯ୍ୟନ୍ତ ଏକତା ନାହିଁ .ଏହି କଥା ଆମେ କହୁନାହୁଁ ଏହି କଥା କହିଛନ୍ତି କଂଗ୍ରେର ଯୁବନେତା ୟାସିର ନୱାଜ .ସେ ଆହୁରି କହିଛନ୍ତି ବିଜେପି ନେତାଙ୍କ କହାଭିତରେ ଏକତା ନାହିଁ .କିନ୍ତୁ କଂଗ୍ରେସର ଯେଉଁଠାରେ ସରକାର ଅଛି ସେଠାରେ ଯେଉଁ ପ୍ରତିସୃତି ଦିଆଯାଇଥିଲା ପୁରଣ କରାଯାଇଛି .

ହେଲେ ଓଡିଶାରେ ୧୦୦ ଦିନ ପୁରିଲାଣି .ତିନିଶହ ୟୁନିଟି ମାଗଣା ବୁଜୁଳି ଦେବା କଥା କହିଥିଲେ କିନ୍ତୁ ତାହା ହୋଇନାହିଁ .ସୁଭଦ୍ରା ଯୋଜନାରେ ସବୁ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତିର ୫୦୦୦ ଟଙ୍କା ଆସିନାହିଁ .ବିଜେପି ସରକାର ସମୟରେ ପୋଲିସ ଉପରେ ଭରସା ନାହିଁ.ଭାରତପୁରରେ ଯେଉଁ ମେଜରଙ୍କ ବାନ୍ଧବୀଙ୍କ ସହ ଘଟିଲା .ତାହା ସୂଚାଇ ଦେଉଛି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କିପରି ଅଛି .

ତେବେ ଏହାରି ଭିତରେ ମୋହନ ସରକାରକୁ ୧୦୦ ଦିନ ପୁରିଛି .ଏହି ଅବସରରେ ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରହିବେ ସରକାର.ସଫଳତା ନେଇ ଶରଧାବାଲିରେ ହେବାକୁ ଯାଉଛି ବିଶାଳ ସମାବେଶ ଓ ପ୍ରଦର୍ଶନୀ .ଏହି ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ପରେ ୨୦ରୁ ୨୩ ତାରିଖ ଯାଏଁ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ .
ଇିୁ୍ୟରୋ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *