ଏରସମା ରେ ଯୁବକଙ୍କୁ ଛୁରା ମାଡ଼ ।

ଏରସମା ରେ ଯୁବକଙ୍କୁ ଛୁରା ମାଡ଼ ।

ଜଗତସିଂହପୁର:

ଏରସମା ଥାନା ଅନ୍ତର୍ଗତ ଖୁରାଣ୍ଟ ଗ୍ରାମର ଜଗତପଡ଼ାରେ ଯୁବକଙ୍କୁ ଛୁରା ମାଡ଼ ।
ଗାଁରେ ଡ୍ରାମା ଚାଲୁ ଥିବା ସମୟରେ ରବିନ୍ଦ୍ର ରାଉତ ଓ ପ୍ରମୋଦ ବେହେରା ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୋଜନା ବଦ୍ଧ ଭାବେ କବି ମାଝି କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ। ଯାହା ଫଳରେ କବି ମାଝିଙ୍କ ପେଟ ବଡ଼ ଧରଣର କ୍ଷତ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି।
ଏରସମା ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଆସାମୀ ଫେରାର ଥିବା ନେଇ ପୋଲିସ ତରଫରୁ କୁହାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *