ଓଡିଶାରେ ଆତଙ୍କ ଖେଳାଇଲାଣି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି । 24ଘଣ୍ଟାରେ ଆହୁରି 5ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 24ରେ ପହଞ୍ଚିଛି । 23ଜଣ ହୋମ ଆଇସୋଲେସନରେ ଥିବାବେଳେ ଜଣେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ତମାନ ରାଜ୍ୟରେ ଚିନ୍ତାଜନକ ସ୍ଥିତି ନାହିଁ । ଥଣ୍ଡା କାଶ ଭଳି ଲକ୍ଷଣ ଦେଖାଗଲେ କୋଭିଡ ପରୀକ୍ଷା କରନ୍ତୁ ଏବଂ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025