ଓଡିଶାର ଦ୍ୱିତିୟ ଅର୍କକ୍ଷେତ୍ରରେ ତିଳ ସପ୍ତମି ଯାତ୍ରା

ଓଡିଶାର ଦ୍ୱିତିୟ ଅର୍କକ୍ଷେତ୍ରରେ ତିଳ ସପ୍ତମି ଯାତ୍ରା

ବର୍ଷକ ଥରେ ଆସିଥାଏ ତିଳସପ୍ତମି ଯାତ୍ରା ଏହାର ପୂର୍ବ ପରମ୍ପରା ଅନୁଯାୟୀ ଚନ୍ଦ୍ରଭଗାରେ ଲୋକେ ବୁଡ ପକାଇ ସୂର୍ଯ୍ଯଙ୍କ ଦର୍ଶନ କରିଥାନ୍ତି | ସେହିଭଳି ପରମ୍ପରା ରୀତିନୀତି ଅନୁସାରେ ଗଞ୍ଜାମ ଜିଲ୍ଲା ବୁଗୁଡା ସହର ଉପକଣ୍ଠରେ ଥିବା ଓଡିଶାର ଦ୍ୱିତିୟ ଅର୍କକ୍ଷେତ୍ର ସୂର୍ଯ୍ଯମନ୍ଦିର ବା ବିରଞ୍ଚିନାରାୟଣ ମନ୍ଦିରରେ ମଧ୍ୟ ରିତିନିତି ରେ ପୂଜାପାଠ କରି ସହ ସହ ଭକ୍ତ ଏଠାରେ ବୁଡ ପକାଇଛନ୍ତି | ଏହି ଅବସର ରେ ଶ୍ରୀ ବିରଞ୍ଚିନାରାୟଣ ଆଜି ରଥରେ ପରିକ୍ରମା କରିବାପରେ ହୋମ ଯାଜ୍ଞ ଆଦି ପୂଜାପାଠ ଅନୁଷ୍ଟିତ ହୋଇଜାଇଛି | ସହସହ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ଆଗରେ ରଖି ବୁଗୁଡା ପ୍ରସାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ତା କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *