ଶକ୍ତିଶାଳୀ ହେଉଛି କଂଗ୍ରେସ ସାମାଜ୍ୟ ! ଏବେ ଦଳରେ ସାମିଲ ହୋଇଛନ୍ତି କ୍ରୀଡା କିମ୍ବଦନ୍ତୀ ! ହକି ଛାଡ଼ି ଏବେ ହାତ ଧରିଛନ୍ତି ହକିମେୟାନ ପ୍ରବୋଧ ! କଂଗ୍ରେସରେ ମିଶିଛନ୍ତି ହକି ତାରକା ପ୍ରବୋଧ ! ଭାରତୀୟ ହକି ଦଳର ପୂର୍ବତନ ଅଧ୍ୟକ ପ୍ରବୋଧ ତିର୍କି କନ୍ଫରେସ ଭବନରେ ମିଶ୍ରଣ ପ୍ରବର କଂଗ୍ରେସ ସାମିଲ ହୋଇଛନ୍ତି ! ପିସିସି ସଭାପତି ଶରତ ପଟନାୟକ ଉପସ୍ତିସ୍ଥିରେ କଂଗ୍ରେସ ଦଳରେ ମିଶିଛନ୍ତି ପ୍ରବୋଧ ତିର୍କି ! ପର୍ବତନ ପିସିସି ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷ ମଧ୍ୟ ଉପସ୍ତିତି ଥିଲେ !
ହକି ତାରକା ଭାବେ ଦେଶର ସୁନାମ ଅରଜିଥିବା ପ୍ରବୋଧ ବର୍ତମାନ ! କଂଗ୍ରେସ ସାମିଲ ହେବ ପରେ ସୁନ୍ଦରଗଡା ରାଜନୀତିକୁ ସରଗରମ କରିଛି ! ହକି ପଡିଆରେ ରଣନୀତି ପ୍ରୟୋଗ କରି ଦଳର ବିଜୟରେ ପ୍ରମୁଖ ଭୂମିକା ରହିଛି !
ବଦଳିବ ତଲସରା ନିର୍ବାଚନ ସମୀକରଣ …..
ବାଲିଶଙ୍କରା ବ୍ଲକର ହକି ଗାଁ ଭାବେ ପରିଚିତ ଲୁଲୁକିଡିହିରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ଗ୍ରହଣ କରିଥିଲେ ପ୍ରବୋଧ ! ଅଭାବ ଅନାଟନ ଭିତରେ ବି ସେ ହକି ଖେଳିବାକୁ ମନ ବଦଳାଇଥିଲେ ! ପରବର୍ତୀ ସମୟରେ ଭାରତୀୟ ହକି ଦଳର ପ୍ରମୁଖ ସ୍ଥାନ ଦାଖଲ କରିଥିଲେ ପ୍ରବୋଧ ! ୧୬୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ପ୍ରବୋଧ ପୁରସ୍କାର !