କଂଗ୍ରେସ ଟାର୍ଗେଟରେ ରଶ୍ମିକା !

କଂଗ୍ରେସ ଟାର୍ଗେଟରେ ରଶ୍ମିକା !

ଯେଉଁ ଫିଲ୍ମରୁ ଦିନେ କ୍ୟାରିୟର ଷ୍ଟାର୍ଟ କରିଥିଲେ . ସେଠାକୁ ଯିବାକୁ ମନ| କରିଦେଲେ ରଶ୍ମିକା . ତେବେ କଂଗ୍ରେସ ଟାର୍ଗେଟରେ ସାଉଥ ସୁନ୍ଦରୀ . ରଶ୍ମିକାଙ୍କୁ ସବକ ଶିଖାଇବ କହିଲା କଂଗ୍ରେସ . ଅଭିନେତ୍ରୀଙ୍କୁ ଦେଲା ଖୋଲା ଖୋଲି ଧମକ . କନଡ ଭାଷାକୁ ରଶ୍ମିକା ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି ରବି କୁମାର . କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଝଡ଼ . ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଫ୍ୟାନ୍ସ ଓ ରାଜନେତା .ଅପରପେକ୍ଷ ଅଭିନେତ୍ରୀ ଏପରି କିଛି ବି ମନ୍ତବ୍ୟ ଦେଇନଥିବା ଶୁଣିବାକୁ ମିଳୁଛି . ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି .

ସାଉଥ ସୁନ୍ଦରୀ ନିକଟରେ ତାଙ୍କ ଫିଲ୍ମ ଛାଭାର ପ୍ରମୋସନକୁ ନେଇ ଏକ ଇଭେଂଟରେ ଯୋଗ ଦେଇଥିଲେ . କହୁ କହୁ ମୁଁ ହାଇଦ୍ରାବଦର ବୋଲି ଏଠାରେ ସେ କହିଥିଲେ . ଯାହାପରେ କନଡ ଇଣ୍ଡଟ୍ରିରେ ସୃଷ୍ଟି ହୋଇଥିଲା ହଙ୍ଗାମା . କଂଗ୍ରେସ ନେତା ରବୀ କୁମାର କନିକା ରଶ୍ମିକାଙ୍କ ଉପରେ ବର୍ଷିଥିଲେ . ସେ କହିଛନ୍ତି ରଶ୍ମିକା କନଡ ଫିଲ୍ମ କିରିକ ଫାର୍ଟିରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି .କିନ୍ତୁ ସେ କର୍ଣ୍ଣଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଯୋଗ ଦେବା ପାଇଁ ମନା କରିଦେଇଥିଲେ .

author

Related Articles

Leave a Reply

Your email address will not be published. Required fields are marked *