କଚା ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବି

କଚା ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବି

କୋରାପୁଟ ଜିଲ୍ଲାପାଳଙ୍କ ପାଖରେ ଯାଇ ବଡବଡ଼ିଙ୍ଗା ଠାରୁ ପଞ୍ଚାୟତ ଅଫିସ RD ରାସ୍ତା ପର୍ଯ୍ୟନ୍ତ କଚ୍ଚା ରାସ୍ତାକୁ ପକ୍କା ରାସ୍ତା କରିବାକୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କୋରାପୁଟ ଯାଇ ଜଣେଇଛନ୍ତି ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ l ଏହି କାମ DMF ଫଣ୍ଡରୁ କରାଯିବ ବୋଲି CDO ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି l କିଛି ଦିନ ପରେ ରାସ୍ତା ହୋଇଯିବ ବୋଲି ବିଶ୍ୱାସ ରଖିଛନ୍ତି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ l ତାଙ୍କର ଏହି ଜନକଲ୍ୟାଣ କାରି କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତବସି ଖୁସି l ଆଜି ଶ୍ରୀରାମପୁଟ ଏବଂ ମୁଖିବିଡେଇ ସଦର ଠାରେ ନଳକୂପ ଖୋଲିବା ପାଇଁ ଗାଡି ପଠେଇଥିବା ସରପଞ୍ଚ କହିଛନ୍ତି l କିଛି ଦିନ ପୂର୍ବରୁ ପାତ୍ରପୁଟ ରୋଷେଇପୁଟ ନୂତନ ନଳକୂପ ଖନନ କରିଛନ୍ତି ରାଜୁପୁଟ ସରପଞ୍ଚ

author

Related Articles

Leave a Reply

Your email address will not be published. Required fields are marked *