ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ରେ 46 ତମ ପ୍ରତିଷ୍ଠା ଦିବସ କଲେଜର ଅଧକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡା ଙ୍କ ତତ୍ୱା ବଧାନ ରେ ପାଳିତ ହୋଇ ଯାଇଛି | ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସାମ୍ନାନୀତ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପରିଚାଳନା ପରିଷଦରସଭାପତିବାସୁଦେବ ମହାପାତ୍ର,ପ୍ରତିଷ୍ଠାତା ସମ୍ପାଦଜ ସୂର୍ଯ୍ୟ ନାରାୟଣ ସାମନ୍ତରା, କଲେଜ ର ସଂଯୋଜକ ମାନେ ଡ଼ଃ ପ୍ରଦୀପ କୁମାର ସାହୁ, ଡ଼ଃ ରମେଶଚନ୍ଦ୍ର ସେନାପତି, ଡ଼ଃ ଅଜିତ କୁମାର ମିଶ୍ର, ଡ଼ଃ ସନ୍ଧ୍ୟା ରାଣୀ ପାତ୍ର, ପ୍ରମୁଖ ମଞ୍ଚାସିନ ଥିଲେ |

You can share this post!
author