କଳାହାଣ୍ଡିରେ ଅଖଚଖ ବନ୍ଦ

କଳାହାଣ୍ଡିରେ ଅଖଚଖ ବନ୍ଦ

କଳାହାଣ୍ଡିରେ 12ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ବିଜେପି ପକ୍ଷରୁ ଆଜି କଳାହାଣ୍ଡି ବନ୍ଦ କରାଯାଇଛି । ଧର୍ମଗଡ,ଜୁନାଗଡ ଓ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ବନ୍ଦର ପ୍ରଭାବ ପଡିଛି । ଧାନ ବିକ୍ରି ରେ କଟନି ଛଟନି , କପା ର ଅଭାବୀ ବିକ୍ରି, ସହରାଞ୍ଚଳ ତଥା ଗାଁ ଗାଁ ରେ ମଦ ଭାଟି କୋଠୀ , ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରି କଳାହାଣ୍ଡି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିଜେପିର ଧାରଣା ରେ ବସିଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ କଳାହାଣ୍ଡି ବନ୍ଦ ର ଡାକରା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *