ଭୁବନେଶ୍ୱର:
ପୂର୍ବାହ୍ନ ୧୧ ଟାରେ ଫଳାଫଳ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି | ବିଜ୍ଞାନରେ ୯୩ ହଜାର ୮୯୫ ଜଣ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୪ ହଜାର ୩୩୧ ଜଣ ପରୀକ୍ଷା ଦେଇଥିଲେ | ମାର୍ଚ୍ଚ ୧ ରୁ ଏପ୍ରିଲ ୫ ଯାଏ ହୋଇଥିଲା ପରୀକ୍ଷା |