କାହିଁକି ବାହା ହୋଇନାହାଁନ୍ତି ରାହୁଲ ?

କାହିଁକି ବାହା ହୋଇନାହାଁନ୍ତି ରାହୁଲ ?

ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ସବୁବେଳେ ଚର୍ଚ୍ଚାରେ ଥାନ୍ତି । ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ସୋସିଆଲ ମିଡିଆ ଫ୍ରଣ୍ଟରେ ଥାନ୍ତି ରାହୁଲ ଗାନ୍ଧି । ତେବେ ବର୍ତ୍ତମାନ ରାଜସ୍ଥାନ ରାଜଧାନୀ ଜୟପୁର ମହାରାଣୀ କଲେଜର ଛାତ୍ରୀ ମାନେ ରାହୁଲଙ୍କୁ ବିଭିନ୍ନ ହାସ୍ୟାରୋଳ ପ୍ରଶ୍ନ କରିଥିଲେ । ସେଥିମଧ୍ୟରୁ ରାହୁଲ କାହିଁକି ବାହା ହୋଇ ନାହାନ୍ତି ପ୍ରଶ୍ନଟି ବେଶ ଚର୍ଚ୍ଚାରେ ଥିଲା । ଆପଣ ଖୁବ ସୁନ୍ଦର ଓ ସ୍ମାର୍ଟ କାହିଂକି ଆପଣ ଏଯାଏ ବିବାହ କରିନାହାନ୍ତି ? ଏହାର ଉତ୍ତରରେ ରାହୁଲ କହିଥିଲେ, ସେ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ନିଜ କାମ ଓ କଂଗ୍ରେସ ଦଳ ପାଇଁ ଲିପ୍ତ । ସେ ନିଜ ଶରୀରରେ ଆଜି ପର୍ଯ୍ୟନ୍ତ କୌଣସି କ୍ରମି ଲଗାଇନାହାନ୍ତି କି ସାବୁନରେ ନିଜ ମୁହଁ ଧୋଇନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *