କାହିଁକି ଲୁଚିକି ବାହା ହେଲେ ଏଲିନା ?

କାହିଁକି ଲୁଚିକି ବାହା ହେଲେ ଏଲିନା ?

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ଏଲିନା ସମାନ୍ତରାୟ . ସେ ଡେଷ୍ଟିନେସନ ୱେଡ଼ିଂ କରିଛନ୍ତି .ବାଜିଲା ଏଲିନାଙ୍କ ସାହାନାଇ .ହେଲେ ଟେର ପାଇଲେନି ଫ୍ୟାନ୍ସ .ଓଡ଼ିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି .ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି .

ଏଲିନା ତାଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଛନ୍ତି .ଯାହାକୁ ଦେଖିବା ପରେ ତାଙ୍କ ପାଖକୁ ପ୍ରଶଂସକଙ୍କ ଶୁଭେଛା ଶୁଅ ଛୁଟୁଛି . ଏବେ ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ଚକିତ ହୋଇଯାଇଛନ୍ତି .ତେବେ ୨୦୧୫ ଇସ୍କ ତୁ ହି ତୁ ସିନେମା ମାଧମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ .ଏଲିନା ସମାନ୍ତରାୟ .ଏହାପରେ ସେ ଗୋଟେଏ ପରେ ଗୋଟିଏ ଫିଲ୍ମ କରି ପ୍ରଶଂସା ସାଉଁଟି ଥଇଲେ .ବର୍ତମାନ ସେ ଓଲିଉଡର ଜଣେ ସଫଳ ଏବଂ ଆଗଧାଡିର ଅଭିନେତ୍ରୀ ଅଟନ୍ତି .

author

Related Articles

Leave a Reply

Your email address will not be published. Required fields are marked *