ଏସୀୟ କ୍ରାଡାରେ ଜାଭେଲିନରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି କିଶୋର ଜେନା । ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବାବେଳେ କିଶୋର ରୁପା ପଦକ ଆଣିଥିଲେ । ନୂଆ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଭେଟିଥିଲେ । ଏବଂ ତାଙ୍କୁ ଅଭିନ୍ଦନ ଜଣାଇଥିଲେ । ଏବଂ ତାଙ୍କୁ କହିଥିଲେ ଯେ ଉଚ୍ଚକୋଟିର ପ୍ରଦର୍ଶନ ମାଧ୍ୟମରେ କିଶୋର ଦେଶବାସୀଙ୍କୁ ଗର୍ବିତ କରାଇଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଭାରି ହେଉଛି ବିଜେଡିର ପଲା…
- June 3, 2025