ଗତ ଦୁଇଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କିଛିମାତ୍ରାରେ କମିଛି । ଅସହ୍ୟ ଶୀତସାଙ୍ଗକୁ କହୁଡିରେ ଭରି ହେଉଯାଉଥିଲା ରାସ୍ତାଘାଟ । ସେହିପରି ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା ବିଶ୍ୱର ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର । ଆଜି କୋଣାର୍କରେ ପ୍ରଥମ କହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା । କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ଅସୁବିଧା ହୋଇଥିଲା ।
You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025