ଚାରିଆଡ଼େ ପୂଜାର ମାହାଲ୍ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ କେ.ବରିଡା ଠାରେ ବିଶ୍ଵକର୍ମା ପୂଜା ମଧ୍ଯ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଯାଇଛି। ! ଉକ୍ତ ପୂଜା ଆରମ୍ଭ ରୁ ସମସ୍ତ ପ୍ରକାର ବୈଦେୟୀକ ନୀତି ନିୟମ କୁ ଆଧାର କରି ହୋମ ପୂଜାପାଠ କରାଯାଇ ବୁଧବାର ସନ୍ଧ୍ୟାରେ ବିସର୍ଜନ କାର୍ଯ୍ଯ ସମାପ୍ତ କରାଯାଇଛି। ! ସଂଧ୍ୟା ସମୟରେ ବରିଡା ଆଖପାଖ ଅଞ୍ଚଳ ରୁ ସହ ସହ ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରିବା ସହ ପୂଜାର ମଜା ନେଇଥିଲେ ! ଉକ୍ତ ପୂଜାର ପ୍ରାରମ୍ଭ ରୁ ବିସର୍ଜନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ଯୋଗୁଁ ପୂଜା ର ସମସ୍ତ ଆୟୋଜକ କୃତଜ୍ଞତା ଜ୍ଞାପନ କରିଛନ୍ତି

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025