ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ପୁରୀ ଶ୍ରୀକ୍ଷେତ୍ର ଧାମର କଥା। ବାରମ୍ବାର ଜଗନ୍ନାଥ୍ ପ୍ରେମୀଙ୍କୁ କାହିଁକି କରାଯାଉଛି ଅବହେଳା। କାହିଁକି ମନମୁଖୀ କରୁଛି ପ୍ରଶାସନ। ପୂର୍ବରୁ କଂଗେସ ବାର ବାର ସାମ୍ୱାଦିକ ସମ୍ମିଳନୀ କରି ଶ୍ରୀମନ୍ଦିର ର ଚରିଦ୍ୱାର ଖୋଲିବା ରତ୍ନଭଣ୍ଡାର ଗୃହ ଖୋଲିବା ଆଦି ପ୍ରସଙ୍ଗ ଉପରେ ସ୍ବର ଉଠାଇ ସରକାରଙ୍କୁ ଏ ପ୍ରତି ଧ୍ୟାନ ଦେଇ ଯଥା ଶୀଘ୍ର ଦ୍ଵାର ଖୋଲିବା ଉପରେ ଚେତାବନୀ ଦେଇଥିବାବେଳେ। ଆଜି ସିଧାସଳଖ ଶରଧା ବାଲିରୁ ଏକ ବିଶାଳ ରାଲିରେ ବାହାରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦେଇଥିଲେ କଂଗ୍ରେସ ନେତୃବୃନ୍ଦ । ଯଦି ସରକାର ନ ଶୁଣିବେ ତେବେ ଆଗମୀ ଦୀନରେ କେବଳ ପୁରି ନୁହେଁ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କୋଭିଡ୍ ବେଳେ ବନ୍ଦ ହୋଇଥିଲା ଏବେ କାହିଁକି ବନ୍ଦ ରହିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହା ସହ କାର୍ତ୍ତିକ ମାସ ପୂର୍ବରୁ ଚରିଦ୍ଵାର ଖୋଲିବା ନେଇ ଦାବୀ କରିବା ସହ ଆସନ୍ତା ୨୮ ତାରିଖ ଡେଡ୍ଲାଇନ୍ ଦେଇଛି କଂଗ୍ରେସ। ତେବେ ଆଗମୀ ୨୮ରେ ଚାରିଦ୍ୱର୍ ଖୋଲିବ ନା ସାରା ରାଜ୍ୟରେ ନିଆ ଜଳିବ ତାହା ଦେଖିବାକୁ ବାକି ରହିଲା

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025