କୋଳାକୋଳି ହେଲେ ଦୁଇ ପରସ୍ପର ବିରୋଧି କଂଗ୍ରେସ ନେତା

କୋଳାକୋଳି ହେଲେ ଦୁଇ ପରସ୍ପର ବିରୋଧି କଂଗ୍ରେସ ନେତା

ପରସ୍ପରକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥିବା ଦୁଇ ନେତା କୋରାପୁଟ ଜୟପୁର ବିଧାୟକ ତାରା ବାହିନୀ ପତି ଓ ସାଂସଦ ସପ୍ତଗିରି ଉଲକା । କୋରାପୁଟ ବୋରିଗୁମାରେ ଆୟୋଜିତ ପରବ ମଞ୍ଚରେ କୋଳାକୋଳି ହେଲେ ମାମୁଁ, ଭଣଜା । ବିଧାୟକ ତାରାପ୍ରସାଦ ବାହୀନିପତି ଏବଂ ସାଂସଦ ସପ୍ତଗିରି ଉଲାକା ପରସ୍ପର ହାତ ମିଳାଇବା ସହିତ ମନଭରି ନାଚିଛନ୍ତି । କେବଳ ଏତିକି ନୁହେଁ ସପ୍ତଗିରି ଉଲାକା ତାରା ବାହିନୀପତିଙ୍କ ଗୋଡ ଛୁଇଁ ମୁଣ୍ଡିଆ ମାରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲାର ଦୁଇ କଂଗ୍ରେସ ନେତା ଏକାଠି ହେବା ଦଳୀୟ କର୍ମୀଙ୍କୁ ଏକ ପ୍ରକାର ଶାନ୍ତି ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *