ଖରାଦିନ ଆରମ୍ଭରୁ ଶୁଖିଲା ଇବ ନଦୀ

ଖରାଦିନ ଆରମ୍ଭରୁ ଶୁଖିଲା ଇବ ନଦୀ

ଶୀତଦିନ ନ ସରୁଣୁ ଆରମ୍ଭ ହେଲାଣି ଖରା । କଲବଲ କରାଇଲାଣି ତାତି । ଖରାଦିନ ଆରମ୍ଭ ହେଉ ହେଉ ସୁଖିଲା ପଡିଲାଣି ଇବ ନଦୀ । ପଡୋଶୀ ରାଜ୍ୟ ଛତିଶଗଡ ଷଡଯନ୍ତ୍ରର ପୁଣି ଶିକାର ହୋଇଛି ଓଡିଶା । ନଦୀରେ ଆଉ ନାହିଁ ପାଣି । ବିଭିନ୍ନ ପ୍ରକଳ୍ପ ଆଳରେ ପ୍ରଥମେ ମହାନଦୀ ଆଉ ଏବେ ଏହାର ପ୍ରମୁଖ ଉପନଦୀ ଇବର ଜଳ ଅଟକାଉଛି । ଫଳରେ ରାଜ୍ୟରେ ଶୁଖିଲା ପଡିଛି ନଦୀ । ଇବ ନଦୀର ପାଣି ଅଟକାଇବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ । ନଦୀ ଶୁଖିଯିବାରୁ ନଇକୂଳିଆ ଚାଷୀ ହନ୍ତସନ୍ତ ହେଲେଣି । ଏବେଠୁ ସ୍ଥିତି ଏପରି ହେଲାଣି ଆଗକୁ କଣ ହେବ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *