ଗଛରୁ ଅଜଣା ଯୁବକକର ମୃତ ଦେହ ଉଦ୍ଧାର

ଗଛରୁ ଅଜଣା ଯୁବକକର ମୃତ ଦେହ ଉଦ୍ଧାର

କେନ୍ଦୁଝର:

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବସଷ୍ଟାଣ୍ଡ ନିକଟ ବୈତରଣୀ ନଦୀ କୂଳରେ ଗଛ ଯୁବକଙ୍କ ମୃତ ଦେହ ଉଦ୍ଧାର, ଆଜି ସକାଳ ସମୟରେ ବେକରେ ରଶିଲଗାଇ ଗଛରେ ମୃତ ଦେହକୁ ଝୁଲିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଯାରି ରଖିଛି। ମୃତର କାରଣ ଜଣା ପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ |

author

Related Articles

Leave a Reply

Your email address will not be published. Required fields are marked *